Latest Odisha News

BREAKING NEWS

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି । ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।…

ଚିତାକର୍ଷକ ଫାଇନାଲ୍ ଟାଇରେ ସମାପ୍ତ, ବିଶ୍ୱକପ ଜିତିଲା ଇଂଲଣ୍ଡ

ଲର୍ଡ଼ସ: ବିଶ୍ୱକପ ଜିତି ଲର୍ଡ଼ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଇଂଲଣ୍ଡ । ଟାଇରେ ସମାପ୍ତ ହେଲା ବିଶ୍ୱକପ ଫାଇନାଲ ମ୍ୟାଚ୍ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫାଇନାଲର ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ କରିବାଫଳରେ ଟାଇ ମ୍ୟାଚ୍ ସୁପର୍ ଓଭରରେ ନିର୍ଣ୍ଣୟ ହୋଇଥିଲା । ଅର୍ଥାତ୍ ୫୦…

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନିରଥ ଉପରେ ପାରମ୍ପରିକ ରୀତି-ନୀତି ଅନୁଯାୟୀ ସମ୍ପନ୍ନ ହେଲା ଶ୍ରୀଜୀଉମାନଙ୍କ ଅଧରପଣା ନୀତି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଉପରେ ତୁମ୍ବାକୃତି ମାଟିରେ ନିର୍ମିତ…

ଆଞ୍ଜୁଳା

ଆଞ୍ଜୁଳା ସୁଦର୍ଶନ ଦାସ ମୋ ଆଞ୍ଜୁଳା ପୂରିବା ଯାଏ ଅପେକ୍ଷା କରେ ପରସ୍ତ ପରସ୍ତ ଛାଇଙ୍କ ପିଠିରେ ଭରା ଦେଇ । ସମୟକୁ ଗୋଟାଏ ମୁଁ ଶାଳପତ୍ର ଗୋଟାଉଥିବା ଆଦିବାସୀ ଝିଅ ପରି । ଦୃଷ୍ଟିରେ ଅନେକ ଦିଗନ୍ତ ଶୋଷିହେଲା ପରେ ଆଞ୍ଜୁଳା ଉପରେ ନଜର ହାଡ଼, ମାଂସ, ସ୍ୱେଦ ଓ ରକ୍ତର ପୁଣି…

ଘଡଘଡି ସହ ବର୍ଷା ଆଶଙ୍କା, ୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ନୟାଗଡ, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ…

ବିଶ୍ୱକପ ଫାଇନାଲ୍: ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ

ଲର୍ଡ଼ସ: ଆଜି କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି । କ୍ରିକେଟର ମକ୍କା କୁହାଯାଉଥିବା ଚର୍ଚ୍ଚିତ ଲର୍ଡ଼ସ୍ କ୍ରିକେଟ ଗ୍ରାଉଣ୍ଡରେ ବହୁ ପ୍ରତୀକ୍ଷିତ ଏହି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଛି । ଟସ୍…

ସଫଳ ଦ୍ୱିଭାଷୀ ଗାୟନାଚାର୍ଯ୍ୟ ରାଧେଶ୍ୟାମ ପଣ୍ଡା

ଭୁବନେଶ୍ୱର: ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା । ୧୯୫୮ ମସିହା…

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ…

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଗୁଲନଗର ନିକଟ ଦଣ୍ଡାମୁଣ୍ଡ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ କେହି ଦୁବୃର୍ତ୍ତ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ଆଜି ସ୍ଥାନୀୟ ତିନିମୁହାଁଣୀ ଛକ ଅବରୋଧ କରିଛନ୍ତି । ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା ପ୍ରତିବାଦରେ…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…