ଆହୁରି କମିଲା ସୁନାଦର: ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ, ଜାଣନ୍ତୁ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା କାମୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।
ଆନ୍ତର୍ଜାତୀୟ ବଜାରରେ ଶୁଦ୍ଧ ବା ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ ୪୦,୯୦୭ ଟଙ୍କାରେ ପହଞ୍ଚିଛି ।
କରୋନା ଆତଙ୍କରେ ସୁନାଦର ହ୍ରାସ…