ସଙ୍କଟରେ କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ଅଭିଯୋଗ
ବେଙ୍ଗାଲୁରୁ: ଏବେ ନୂଆ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଫେରାଦ କରିଛନ୍ତି ।…