Latest Odisha News

BREAKING NEWS

ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଜୟ କୁମାର ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ପୁରସ୍କାର ମିଳିବ । ଯାହାକି ଓଡିଆ ଭାଷାରେ ଅନୁବାଦ ହୋଇଥିବା…

ଆଇସିସି ମହିଳା ଟି୨୦ ବିଶ୍ୱକପ :ବାଂଲାଦେଶ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ସମ୍ମୁଖରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ…

ଟ୍ରମ୍ପ ଭାଷଣରେ ୫୦ ଥର ଇଣ୍ଡିଆ, ମୋଦି ୨୯ ଥର ଆମେରିକା କହିଲେ

ଅହମ୍ମଦାବାଦ: ସାରା ବିଶ୍ୱର ନଜର ଏବେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଉପରେ । ପ୍ରଥମ ଦିବସରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତା ସମସ୍ତେ ଅନୁଭବ କରିଥିଲେ । ୩ ଘଂଟା ମଧ୍ୟରେ ମୋଦି ଏବଂ ଟ୍ରମ୍ପ ୭ ଥର କୁଣ୍ଢାକୁଣ୍ଢି ହୋଇଥିବା…

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଏସଏଫ ଯବାନ ଗିରଫ

ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି । ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର…

ଟ୍ରମ୍ପ କହିଲେ ଭାରତ ପାଖରେ ସଚିନ,କୋହଲି ଅଛନ୍ତି

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଭାରତୀୟ କ୍ରୀଡା ବିଶେଷ କରି କ୍ରିକେଟର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଭାରତ ପାଖରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରି ମହାନ କ୍ରିକେଟର ଅଛନ୍ତି । ଗୋଟିଏ ଷ୍ଟାଡିୟମ ମଧ୍ୟରେ…

ଆଜି ରାତି ୭ଟା ସୁଦ୍ଧା କେଉଁ ୮ଟି ଜିଲ୍ଲାରେ ହେବ ଝଡ଼ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର…

ଝାରସୁଗୁଡା: ସାଇକେଲରୁ ପଡି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ଝାରସୁଗୁଡା: ଓଡିଶାର ଝାରସୁଗୁଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଭଉଁରା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ସାଇକେଲରୁ ପଡି ପ୍ରାଣ ହରାଇଛନ୍ତି । ମୃତକଙ୍କ ପିତା କହିଛନ୍ତି, “ସେ ବାଗଡିହି ହାଇସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବା ବାଟରେ ସାଇକେଲରୁ ପଡି ଅଚେତ ହୋଇଯାଇଥିଲା । ଏହା…

ମାର୍ଚ୍ଚ ୨୪ରେ ଆସିବ ‘ସୂର୍ଯ୍ୟବଂଶୀ’, ଭିଡିଓ ସେୟାର କଲେ ଅକ୍ଷୟ

ମୁମ୍ବାଇ: ଘୋଷଣା ହୋଇଛି ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ । ପୂର୍ବରୁ ଏହି ଫିଲ୍ମର ରିଲିଜ ୨୭ ମାର୍ଚ୍ଚରେ ହେବ ବୋଲି ଘୋଷଣା ହୋଇଥିଲା । ଏବେ କିନ୍ତୁ ଏହା ୩ ଦନ ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ରିଲିଜ ହେବ । ଏନେଇ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ…

ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀରଙ୍କ ଅଚାନକ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି । ୯୪ ବର୍ଷୀୟ ମହାତୀର ସକାଳ ୫ଟା ସମୟରେ ଇସ୍ତଫା ଘୋଷଣା କରିଥିଲେ । ରବିବାର ଚର୍ଚ୍ଚା ହୋଇଥିଲା ଯେ ଖୁବ ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ କିନ୍ତୁ ସବୁ ଚର୍ଚ୍ଚାକୁ ମାତ ଦେଇ ଇସ୍ତଫା ଦେଇଛନ୍ତି ।…

ଆତଙ୍କବାଦକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଟ୍ରମ୍ପ

ଅହମ୍ମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ । ଆତଙ୍କବାଦ ବିରୋଧରେ ଲଢେ଼ଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେ଼ଇ…