ଆଇଟିଟିଏଫ ୱାର୍ଲ୍ଡ ଟୁର ହଙ୍ଗେରୀ ଓପନ: ଶରଥ-ସାଥିୟାଁ ଯୋଡିଙ୍କୁ ରୌପ୍ୟ
ବୁଡାପେଷ୍ଟ: ଭାରତୀୟ ଟେବୁଲଟେନିସ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେମାନେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ ୫-୧୧, ୯-୧୧, ୧୧-୮,…