ଭୁବନେଶ୍ୱର ଏୟାରପୋର୍ଟରୁ ୯ଲକ୍ଷ ଟଙ୍କାର ସୁନା ଜବତ
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ବିମାନ ଗୁଇନ୍ଦା ବିଭାଗ ଚୋରାରେ ଚାଲାଣ ହେଉଥିବା ସୁନା ଜବତ କରିଛି । ଆଜି ଜଣେ ବ୍ୟକ୍ତି ୨୯୫ ଗ୍ରାମର ସୁନା ଲୁଚାଇ ଚାଲାଣ କରୁଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି ।
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…