Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୯ ଜିଲ୍ଲାରେ ସନ୍ଧ୍ୟା ୫ଟା ରୁ ରାତି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ବର୍ଷର ଦରମା ଦାନ କଲେ ପିନାକୀ ମିଶ୍ର

ପୁରୀ : ବାତ୍ୟା‘ଫନୀ’ରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜର ଆଗାମୀ ୫ ବର୍ଷର ସାଂସଦ ଦରମା ଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ବିଜେଡି ନେତା ପିନାକୀ ମିଶ୍ର । ଯିଏକି ଚଳିତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ନିର୍ବାଚିତ…

ଅରାଏ ମାଟି

ଅରାଏ ମାଟି ସୁଷମା ଦାଶ ଓଃ… ଗୋଟିଏ ଶୂନ୍ୟତାରେ ପହଂଚିଗଲା ସେଇ କ୍ଷଣିକ ପାଇଁ। ତ୍ରିଶଙ୍କୁ ପରି ଅଧା ସ୍ଵର୍ଗରେ ଝୁଲୁଥିଲା ପରି ଲାଗିଲା। ଗୋଟିଏ ଉଦଗ୍ରୀବ ଅବସ୍ଥାରେ ଅସିତ୍ । ଆଉ ବେଶୀ କିଛି ଭାବିପାରିଲା ନାହିଁ ସେ। ଅସିତ୍ ମିର୍ଧା ଏଇ କିଛି ଦିନ ତଳେ ଜଏନ୍ କରିଥିଲା ସ୍କୁଲରେ। ଖୁବ…

ଖରା, ଖାଲି ଖରା ନୁହଁ

ଖରା, ଖାଲି ଖରା ନୁହଁ ରଂଜିତା ପଣ୍ଡା ଆଜି ଖରା ଖୁବ୍ ଖତରନାକ୍ କାଇଦାରେ ଅଟକେଇଲା ମୋ ରାସ୍ତା ପନିକିର ଧାରପରି ଚକଚକ ତା’ ମୁହଁରୁ ନିରୀହ କଥାପଦେ ଆଶା କରିବା ଥିଲା ବୃଥା । ହେଲେ ମୁଁ ବି କେଉଁ ଛାଡ଼ିଲି ତାକୁ ଟେବୁଲ୍ ପାଲଟାଇ ଦେଲି ତା’ର କପଟୀ ପାପୁଲିକୁ କହୁଣୀରେ…

ଆସନ୍ତା ବୁଧବାର ପଞ୍ଚମ ଥର ଲାଗି ଶପଥ ନେବେ ନବୀନ

ଭୁବନେଶ୍ୱର : ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାପରେ ଦଳର ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ’ ୨୯ ତାରିଖ ଦିନ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ…

ଆତ୍ମ ସମୀକ୍ଷାର ବେଳ

 ଯବକାଚ 2  ଆତ୍ମ ସମୀକ୍ଷାର ବେଳ ସନ୍ଦୀପ ସାହୁ ନିର୍ବାଚନ ସରିଯାଇଛି । ଫଳ ବାହାରି ସାରିଛି । ଦେଶରେ, ରାଜ୍ୟରେ କିଏ ସରକାର ଗଢିବେ, ଜଣା ପଡ଼ି ସାରିଛି । ବିଜୟ ଲାଭ କରିଥିବା ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଏବେ ଉତ୍ସବର ବେଳ । ପରାଜିତଙ୍କ ପାଇଁ ଆତ୍ମ ସମୀକ୍ଷାର ସମୟ । ଗଣମାଧ୍ୟମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ଆଜିର ରାଶି ଫଳ ତା୨୬-୦୫-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୬ ରିଖ ରବିବାର ବୃଷ ୧୨ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ମେଷ ରାଶିର ଘାତ ବାର ମିଥୁନ…

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି ! ସମରେନ୍ଦ୍ର ବଳିଆରସିଂହ ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?…

୯ଟି ଜିଲ୍ଲାରେ ବୃଦ୍ଧି ପାଇବ ପ୍ରଚଣ୍ଡ ରୌଦ୍ରତାପ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇଥିବା ବେଳେ ଶନିବାର ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁଯାୟୀ,…

ବାରିପଦାରେ ବଜ୍ରପାତ ନେଇଗଲା ୨ଟି ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନିଶିଥପୁର ବାଲିଘାଟରେ ବଜ୍ରପାଦରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଟ୍ରାକ୍ଟରରୁ ବାଲି ବାହାର କରୁଥିବା ବେଳେ ଉଭୟ ଡ୍ରାଇଭର ଏବଂ ହେଲପର୍ ଉପରେ ବଜ୍ରାଘାତ ହୋଇଥିଲା । ସେମାନଙ୍କୁ…