ରାଜଧାନୀରେ କିପରି ହେଉଛି ଭାଲେଣ୍ଟାଇନ ସପ୍ତାହ ପାଳନ, ଜାଣନ୍ତୁ
ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ । ଫେବ୍ରୁଆରି ମାସ ୨ୟ ସପ୍ତାହକୁ ପ୍ରେମ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପ୍ରେମୀଯୁଗଳ ମାନେ ବିଭିନ୍ନ ଡେ' ସେଲିବ୍ରେଟ୍ କରି ପରସ୍ପର ସହ ପ୍ରେମର ଆଦାନ ପ୍ରଦାନ କରନ୍ତି।
ପ୍ରେମୀ ଯୁଗଳଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ରାଜଧାନୀ…