ଜାଣନ୍ତୁ, କେମିତି କଟିବ ଆଜି ଦିନ
ଆଜିର ରାଶି ଫଳ
ତା ୧୪-୦୪-୨୦୧୯ ରବିବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୪ ତାରିଖ ରବିବାର ମେଷ ୧ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି
ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର
ମେଷ ରାଶିର…