ନବୀନଙ୍କୁ ଚୋର କହିଥିବାରୁ ବିଜେଡ଼ିରୁ ବହିଷ୍କୃତ ହେଲି: ଦାମ
ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ ମଙ୍ଗଳବାର ଦିନ କହିଛନ୍ତି, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୋର କହିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ।
“ନବୀନ ପଟ୍ଟନାୟକ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ଚୋର କହି ଦଳରୁ ବହିଷ୍କାର କରିଥିଲେ…