Latest Odisha News

BREAKING NEWS

ନୂଆବର୍ଷରୁ ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେଲା ଏସଏମଏସ୍ ସେବା

ନୂଆଦିଲ୍ଲୀ: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜିଠାରୁ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହୋଇଛି ମୋବାଇଲ୍ ଏସଏମଏସ୍ ସେବା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1212203085386272773?s=08…

ନୂଆବର୍ଷରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସି ସାରିଛି ନୂଆବର୍ଷ । ସବୁଆଡେ ଆନନ୍ଦ ଉତ୍ସବର ମାହୋଲ । ନାଚଗୀତ ମଉଜ ମଜଲିସ ସହ ସରାଦେଶ ପାଳନ କରୁଛି ନୂଆବର୍ଷ । Have a wonderful 2020! May this year be filled with joy and prosperity. May everyone be healthy and…

ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆସିଲା ନୂଆବର୍ଷ; ଜିରୋନାଇଟରେ ମତୁଆଲା ହେଲେ ଯୁବପିଢି

ଭୁବନେଶ୍ୱର: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ପରିସରରେ ଲୋକଙ୍କର ଖୁବ୍ ଭିଡ ପରିଲିକ୍ଷିତ ହୋଇଛି । ଏଥିସହିତ ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଯୁବପିଢିମାନେ ଜିରୋନାଇଟରେ ମତୁଆଲା ହୋଇଥିବା ଦେଖିବାକୁ ମିଳିଛି ।…

ନୂଆବର୍ଷର ପ୍ରଥମଦିନ: ପୁରୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ !

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳର ପହିଲି ସୂର୍ଯ୍ୟ ଉଦୟ ଆଣିଦେଇଛି ମନରେ ନୂଆ ଆଶା ଓ ନୂଆ ବିଶ୍ୱାସ । ଇଂରାଜୀ ନବବର୍ଷ ୨୦୨୦କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଭାରି ଯାଇଛି ଉତ୍ସାହ ଓ ଉଦ୍ଦୀପନା। ସାରାରାତି ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ…

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…

ଦେଶ ପାଇଁ ସହିଦ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ…

‘ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ’ର ୫ମ ସଂସ୍କରଣ; ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ମସିହା ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ (ଟିଏସ୍ବିଏଲ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବା ନେଇ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ସାହିତ୍ୟୋତ୍ସବରେ ୩ ଦିନ ଧରି ସଂଗୀତ, ନୃତ୍ୟ ଓ ମଂଚ…

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ…

ଭିଣୋଇଙ୍କ ମୃତ୍ୟୁ ଶୋକରେ ନୂଆବର୍ଷ ପାଳିବେ ନାହିଁ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ଵାମୀ ସୋନି ମେହେଟ୍ଟାଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି ଭିଣୋଇଙ୍କ ମୃତ୍ୟୁ ଶୋକରେ ଦୁଃଖିତ ଥିବା ନବୀନ ଚଳିତଥର ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାସହ…