ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ମାର୍ଚ୍ଚ ସୁଦ୍ଧା ଚିନୁକ୍ ଓ ଆପାଚି ହେଲିକପ୍ଟର ହେବେ ସାମିଲ
ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଚିନୁକ୍ ଏବଂ ଆପାଚି ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତୀୟ ସେନାରେ ସାମିଲ କରାଯିବ । ଏହା ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ ।
ଏନେଇ ଆମେରିକାର ବୋଇଙ୍ଗ୍ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଉଭୟ…