ନିଜେ ଭିନ୍ନକ୍ଷମ ହୋଇ ଅନ୍ୟ ଭିନ୍ନକ୍ଷମଙ୍କୁ ସଶକ୍ତ କରୁଥିବା ନିରଞ୍ଜନଙ୍କୁ ଜାତୀୟ ପୁରସ୍କାର
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ନେତ୍ରହୀନ ନୀରଞ୍ଜନ ବେହେରା । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ପାଇଁ ସେ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ପୂର୍ବରୁ ନିରଞ୍ଜନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ଆଜି…