ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ପ୍ରତାପୀ କଂସଙ୍କ ଅତ୍ୟାଚାର ସହିବେ ନୂଆ କଳାକାର !
ବରଗଡ଼: ଗୋପପୁରରେ ଏବର୍ଷ କଂସ ରାଜୁତିକୁ ସାମ୍ନା କରିବେ କିଛି ନୂଆ କଳାକାର । ରାଜଦରବାର ଅଭିନୟ କରିଥିବା ଯେଉଁ କଳାକାରମାନେ କଂସଙ୍କର ବିକଟାଳ ଅଟ୍ଟହାସ୍ୟକୁ ସାମ୍ନା କରିଥିଲେ ସେମାନଙ୍କୁ ଏଥର ଦିଆଯାଇପାରେ ଅବ୍ୟାହତି । ତେଣୁ ଚଳିତ ବର୍ଷ ନୂଆ କମ୍ପମାନରେ କମ୍ପିବ ଗୋପପୁର ରାଜଦରବାରର…