Latest Odisha News

BREAKING NEWS

ଶ୍ରେଷ୍ଠ ‘ସୁଲଭ ଘରୋଇ ଡ଼ାକ୍ତରଖାନା’ ଭାବେ ସମ୍ମାନିତ ହେଲା ସମ୍ ହସ୍ପିଟାଲ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ । ଟିଭି ଚ୍ୟାନେଲ୍ ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲ୍ଥ କନ୍କ୍ଲେଭ୍ରେ ସମ୍ ହସ୍ପିଟାଲ୍କୁ ମଙ୍ଗଳବାର…

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ । ବାୟୁ…

ପୋଲିସଙ୍କୁ ଓକିଲଙ୍କ ଆକ୍ରମଣ ଘଟଣା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି । ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ…

ଓଡ଼ିଆଣୀ ବେଶରେ ଶ୍ରୀରାଧାରାଣୀ; ସାକ୍ଷୀଗୋପାଳରେ ପାଦଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି । ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜିପରି ଏକ ପବିତ୍ର ତିଥିରେ ମନ୍ଦିର ମଧ୍ୟରେ ଶ୍ରୀରାଧାକୃଷ୍ଣଙ୍କୁ ଦର୍ଶନ କରିବାକୁ…

ଅଁଳା ନବମୀରେ କରନ୍ତୁ ଏହିସବୁ କାମ, ନିଶ୍ଚିତ ମିଳିବ ଶୁଭଫଳ !

ଭୁବନେଶ୍ୱର: କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥି ନବମୀରେ ପଡେ ଅଁଳା ନବମୀ । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଏହି ଦିନ ଅଁଳା ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳୁଥିବା ବିଶ୍ୱାସ ରହିଛି । ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ଏହି ଦିନ ଅଁଳାର ରସ ଗାଧୋଇବା…

ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତିହେଲେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ବିଜେଡିର ସଭାପତି ଲାଲବିହାରୀ ହିମିରିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ମିଳିଥିବା…

ଆଗାମୀ ଦିନରେ ଆହୁରି ବଢିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଓଡ଼ିଶାରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଚେତାବନୀ ଦେଇ କହିଛନ୍ତି ଆଗକୁ ପିଆଜ ଦର ଆହୁରି ବୃଦ୍ଧି ପାଇବ । ଗଣମାଧ୍ୟମକୁ ସୂଚନାଦେଇ ଖାଦ୍ୟ ଯୋଗାଣ ଓ ଖାଉଟୀ ସୁରକ୍ଷା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ,…

ଆଉଥରେ ବଧୂ ସାଜିବେ ଏହି କପୁର କନ୍ୟା !

ମୁମ୍ବାଇ: ନବେ ଦଶକର ସୁପରହିଟ ଅଭିନେତ୍ରୀ କପୁରକନ୍ୟା କରିସ୍ମା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ କଥା । ବି-ଟାଉନରୁ ଖବର ଆସିଛି ଯେ, ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା । ତେବେ ବହୁତ ପୂର୍ବରୁ କରିସ୍ମା କପୁର ବାଲିଉଠାରୁ ଦୂରେଇ ଯାଇଥିବା ବେଳେ,…

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…

ନିର୍ଭରଯୋଗ୍ୟ ଗୋବର ନିର୍ମିତ ଜାଳେଣୀ; ଜାଣନ୍ତୁ ଓଡ଼ିଶାର କେଉଁଠି ହେଉଛି ତିଆରି…

ଭୁବନେଶ୍ୱର: ଆପଣମାନେ ଗଛରୁ ବାହାରୁଥିବା କାଠ ସମ୍ପର୍କରେ ତ ଜାଣିଥିବେ କିନ୍ତୁ ଗୋବରରେ ତିଆରି କାଠ କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଯାହା ଏକପ୍ରକାର କାଠର ଭ୍ରମ ସୃଷ୍ଟି କରିଥାଏ। ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି କଟକ ନୂଆବଜାର ସ୍ଥିତ ଗୋ-ଶାଳା କର୍ତ୍ତୃପକ୍ଷ ।…