Latest Odisha News

BREAKING NEWS

ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ‘ଘୁବୁକୁଡୁ’

ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତି ଉପରେ ଆଧାରିତ ଲଘୁ ଫିଲ୍ମ ‘ଘୁବୁକୁଡୁ’ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି ଦୁଇଟି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ । ସୁଶାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଫାଷ୍ଟ-ଟାଇମ୍ ଫିଲ୍ମମେକର୍ ସେସନ୍ (ୟୁକେ) ଓ ସର୍ଟ ଲଙ୍ଗ ୱାର୍ଲ୍ଡ…

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର…

ଆସନ୍ତା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଇଏମଡିର…

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି । ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି…

ଡୋପ୍ ଟେଷ୍ଟରେ ଧରାପଡିଲେ କେ. ରବି କୁମାର; ନାଡା ପକ୍ଷରୁ ୪ବର୍ଷ ବାସନ୍ଦ

ଭୁବନେଶ୍ୱର: ଓଡିଶାର ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରିପଡିଛନ୍ତି । ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୪ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଏନେଇ ସୂଚନା ମିଳିଛି । ଯାହାଫଳରେ ୨୦୨୦ ଟୋକିଓ ଅଲମ୍ପିକ ଖେଳିବାରୁ…

ଆଜି ଅଁଳା ନବମୀ: ପୂଜାବିଧି ସହ ଜାଣନ୍ତୁ ଏହାର ଉତ୍ପତ୍ତି କାହାଣୀ

ଭୁବନେଶ୍ୱର: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି…

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଶାଲୁଆ ଛକ ଅଞ୍ଚଳରେ ମଙ୍ଗଳବାର ଏକ ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହୃଦୟାନନ୍ଦ ମଲ୍ଲିକ ଏବଂ ତାଙ୍କ ଘର ଗୋଦରବିଲି ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ…

ପାରାଦୀପରେ ବୁଡିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ମଙ୍ଗଳବାର ଭୋର୍ ସମୟରେ ଏକ ମାଛଧରା ଟ୍ରଲର୍ କୌଣସି କାରଣବଶତଃ ବ୍ଲାକରୋଜ୍ ଜାହାଜ ସହ ପିଟି ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଟ୍ରଲରଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦର ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା…

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୧୧-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୦୫ ରିଖ ମଙ୍ଗଳବାର ତୁଳା ୧୯ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-:…