ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ସାମୁଦ୍ରିକ ଝଡ ଆଶଙ୍କା !
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଏକ ଘୃର୍ଣ୍ଣିବଳୟ ଧିରେଧିରେ ଲଘୁଚାପରେ ପରିଣତ ହେଉଥିବା ନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଏହି ଘୃର୍ଣ୍ଣିବଳୟ କ୍ରମଶଃ…