ପୂର୍ବତଟ ରେଳପଥ ପକ୍ଷରୁ ଅଣ-ସ୍ୱୀକୃତିପ୍ରାପ୍ତ ବୁଲାବିକାଳିଙ୍କ ପାଇଁ ଲାଗୁ ହେଲା କଟକଣା
ଭୁବନେଶ୍ବର: ଜିରୋ ଟଲେରେନ୍ସ (ସହନଶୀଳ ବିହୀନ) ନୀତିର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲା/ବୁଲାବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଦ୍ରବ୍ୟକୁ ବାରଣ କରିବା ଏବଂ ଅନ୍ୟ…