Latest Odisha News

BREAKING NEWS

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…

ଆଇଆଇଟି ଗୋଆ ନିର୍ଦ୍ଦେଶକଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ଆଇଆଇଟି ଗୋଆର ନିର୍ଦ୍ଦେଶକ ବିକେ ଶର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ସିବିଆଇର ହସ୍ତଗତ ନହେବାରୁ ପ୍ରାୟ ୨ ବର୍ଷ ପରେ ସେ ଏହାକୁ ବନ୍ଦ କରିଛି । ଏହି ମାମଲାର ସବୁଦିଗକୁ ଯାଞ୍ଚ କରିବା ପରେ ଏଜେନ୍ସି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ…

ଜଳସ୍ତର ହ୍ରାସ ନହେଲେ କରାଯିବ ଆନ୍ଦୋଳନ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥିତ ବାଲିମେଳା ଜଳଭଣ୍ଡାରରେ ବଢୁଥିôବା ଜଳାଶୟକୁ ଆଗାମୀ ଦିନରେ ହ୍ରାସ ନକରାଗଲେ ଆନ୍ଦୋଳନ କରାଯିବ ବୋଲି ଏକ ଆଦିବାସୀ ସଙ୍ଗଠନ ଚେତାବନୀ ଦେଇଛି । ଏକ ବିଜ୍ଞପ୍ତିରେ ‘ଆଦିବାସୀ ବିପ୍ଲବୀ ଚାଷୀ ସଙ୍ଗଠନ’ କହିଛନ୍ତି, ଜଳାଶୟରେ ବୃଦ୍ଧି ପାଉଥିବା ଜଳ…

ଦଶହରାରେ ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’

ଶାରଦୀୟ ଦୁର୍ଗାପୂଜା ଅବସରରେ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ବଡ ପରଦାରେ ରିଲିଜ ହେବାକୁ ଯାଉଛି । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଓ ଝିଲିକ୍, ସ୍ୱରାଜ ଓ ଏଲିନା ନଜର ଆସୁଛନ୍ତି । ଦର୍ଶକମାନେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଆହତ

ବାଲେଶ୍ୱର/କେନ୍ଦୁଝର: ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ…

ଆଜି ଷଷ୍ଠୀ ପୂଜା, ଧରାବତରଣ କରିବେ ମହାମାୟା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଆଦ୍ୟଲଗ୍ନ ବିଲ୍ୱାଧିବାସ । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ବୈଦିକ ମନ୍ତ୍ରପାଠ ଓ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଆବାହନ କରାଯାଇଥାଏ । ଏହି ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ଜଗତଜନନୀ ମା’ ଦୁର୍ଗା ଧରାବତରଣ…

କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ

ମମତା ଦାଶ ଓଡ଼ିଆ କବିତା ଓ କଥାସାହିତ୍ୟର ଜଣେ ସମ୍ବେଦନଶୀଳ ଶିଳ୍ପୀ । ‘ନୈମିଷାରଣ୍ୟ’, ‘ଏକତ୍ର ଚଂଦ୍ର ସୂର୍ଯ୍ୟ’, ‘ଅବାକ୍‍ ସ୍ୱର୍ଗ’, ‘ଉଜ୍ଜ୍ୱଳ ଉପବନ’, ‘ନୀଳ ନିର୍ବାପନ’, ‘ହିରଣ୍ୟବର୍ଣ୍ଣ’, ‘ଶୁଭ୍ରଧାରା’, ‘ମାୟାନ୍ଧକାର’, ‘ରାଗ ଲଳିତା’ ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ…

ବିଜେପୁର ଉପ-ନିର୍ବାଚନ: ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷିତ ହେଲା ଷ୍ଟାର୍ କ୍ୟାମ୍ପେନର୍ ତାଲିକା

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଦିନ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଲାଗି ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷିତ ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନିର୍ବାଚନ ପ୍ରଚାର ଲାଗି ତାଲିକାରେ ୨୪…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା୦୪ରିଖ ଶୁକ୍ରବାର କନ୍ୟା ୧୮ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…