ଓମଫେଡ ଦୁଗ୍ଧ ଦର ବୃଦ୍ଧି କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ କିଲୋପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ ।
ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍ ପ୍ରତି ଆସନ୍ତାକାଲିଠାରୁ ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ । ଏନେଇ…