ସରକାରୀ ହସ୍ପିଟାଲ୍ ନିକଟରୁ ୧୪ ଦଲାଲ୍ ଗିରଫ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ରାଜ୍ୟର ୩ଟି ସରକାରୀ ହସ୍ପିଟାଲ ପରିସରରୁ ପାଖାପାଖି ୧୪ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲମାନେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନ୍ୟତ୍ର ଯାଇ ଚିକିତ୍ସିତ ହେବା ପାଇଁ ପ୍ରଲୋଭନ ଦେଖାଇଥାନ୍ତି ।…