ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ଦିନ ବଜ୍ରପାତ ଯୋଗୁଁ ୧୧ ବ୍ୟକ୍ତିିଙ୍କ ପ୍ରାଣହାନୀ ଘଟିଛି ।
କେବଳ ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧ଜଣ, ମୟୁରଭଞ୍ଜରେ ୫ ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।…