ଟୋକିଓ ଅଲିମ୍ପିକ୍ସ ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ଓଡ଼ିଆ ଡ଼ାକ୍ତର ନିଯୁକ୍ତ
ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ) ଓଡ଼ିଆ ଡ଼ାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଅଲିମ୍ପିକ୍ସ କ୍ରୀଡ଼ା ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ନିଯୁକ୍ତ କରିଛନ୍ତି ।
ଏଫଆଇଏଚର ସଦ୍ୟତମ ସୂଚନାନୁଯାୟୀ, ଡ଼ାକ୍ତର ଶ୍ରୀ ନାୟକଙ୍କ…