ତପ୍ତପାଣି: ଯାହାର ତତଲା ପାଣିରେ ବୁଡ଼ ପକାଇଲେ ନିଃସନ୍ତାନ ମହିଳାଙ୍କର ମଧ୍ୟ ପୁରିଯାଏ କୋଳ!
ବ୍ରହ୍ମପୁର: ଆମ ରାଜ୍ୟ ଓଡ଼ିଶାରେ ରହିଛି ଏକରୁ ବଳିକି ଏକ ପର୍ଯ୍ୟଟନ ସ୍ଥାନ ଓ ଏହା ପଛରେ ରହିଛି ଅନେକ ପୌରାଣିକ ଲୋକକଥା । ସେହିଭଳି ଏକ ସ୍ଥାନ ହେଇଛି ବ୍ରହ୍ମପୁର ଅଞ୍ଚଳର ତପ୍ତପାଣି ।
ଓଡ଼ିଶା ପର୍ଯ୍ୟଟନରେ ତପ୍ତପାଣିର ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ଗଂଜାମ-ଗଜପତି ଜିଲ୍ଲା ସୀମାନ୍ତରେ…