ବିଶ୍ୱକପ ଖେଳିବା ଲାଗି ୪ ଜଣ ଓଡ଼ିଆ ଝିଅ ଭାରତୀୟ ଦଳରେ ସାମିଲ
ନୂଆଦିଲ୍ଲୀ: ଲଣ୍ଡନରେ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେଉଥିବା ମହିଳା ବିଶ୍ୱକପ ଲାଗି ୪ ଜଣ ଓଡ଼ିଆ ଖେଳାଳି ଭାରତୀୟ ବିଶ୍ୱକପ ମହିଳା ହକି ଦଳ ଲାଗି ମନୋନୀ ହୋଇଛନ୍ତି ।
ଲଣ୍ଡନ ବିଶ୍ୱକପ ଲାଗି ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଓଡ଼ିଆ ଖେଳାଳି ତଥା ଦକ୍ଷ ଡ଼ିଫେଣ୍ଡର ଦୀପ ଗ୍ରେସ…