ଏହି ବଡ଼ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ଲତା ମଙ୍ଗେସକର
ମୁମ୍ବାଇ: ସ୍ୱର ଜଗତର ରାଣୀ କୋକିଳ କଣ୍ଠି ଲତା ମଙ୍ଗେସଙ୍କର ନିଜ କଣ୍ଠସ୍ୱର ପାଇଁ ଦେଶ ତଥା ବିଦେଶରେ ରହିଛି ବେଶ୍ ଲୋକପ୍ରିୟତା । ପୂର୍ବରୁ ଅନେକ ପୁରସ୍କାରର ଅଧିକାରିଣୀ ହୋଇଥିବା ଲତାଜୀଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି ।
ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ…