Latest Odisha News

BREAKING NEWS

ଏବେ ବକେୟା ପାଣି ବିଲ୍ ଦେବେନି ଦିଲ୍ଲୀବାସୀ: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନାଧୀନ କେଜିୱାଲ୍ ସରକାର ପୁଣି ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଦିଲ୍ଲୀବାସୀଙ୍କୁ କୌଣସି ଅର୍ଥ ଦେବାକୁ ପଡୁନଥିବା ବେଳେ ଏବେ ବକେୟା ପାଣି ବିଲ୍ ମଧ୍ୟ ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ବିଧାନସଭାରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ୩ ଜଣ ବିଧାୟକ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ି ବିଧାନସଭା ଚାଲିଥିବା ବେଳେ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଧରାପଡ଼ିଛନ୍ତି ବୋଲି ଏସମ୍ପର୍କରେ ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ…

ପଞ୍ଜାବୀ ଚିକେନ

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ଚିକେନ। ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ଚିକେନ – ୫୦୦ ଗ୍ରାମ ତେଲ – ଆବଶ୍ୟକ ଅନୁଯାୟୀ ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ –…

ଜାଣନ୍ତି କି କିଏ ପ୍ରସ୍ତୁତ କରନ୍ତି ‘କେବିସି’ରେ ପଚରା ଯାଉଥିବା ପ୍ରଶ୍ନ

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଶୋ ‘କୌନ ବନେଗା କୋରଡ଼ପତି’ (କେବିସି)ର ୧୧ତମ ସିଜିନ ଆରମ୍ଭ ହୋଇ ସାରିଛି । ମଜାଦାର ପ୍ରଶ୍ନ ସାଙ୍ଗକୁ ପୁରସ୍କାର ରାଶି ଏହି ଶୋ'ର ଟିଆରପିକୁ ସର୍ବଦା ଶୀର୍ଷରେ ରଖିଛି । ଦର୍ଶକେ ମଧ୍ୟ ଏହାକୁ ଖୁବ ପସନ୍ଦ କରନ୍ତି । ବିଗ୍ ବି…

ଏକାଧିକ ରୋଗର ଗୋଟିଏ ସମାଧାନ ‘ଡ଼ାଳିମ୍ବ’

ଭୁବନେଶ୍ୱର: ଡ଼ାଳିମ୍ବ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଡାକ୍ତରମାନେ ମଧ୍ୟ ଦୈନନ୍ଦିନ ଜୀବନରେ ଡ଼ାଳିମ୍ବ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଜାଣନ୍ତୁ ଏହି ଫଳ ସେବନ କରିବା ଦ୍ବାରା ଶରୀରରେ କେଉଁ ଲାଭ ମିଳିଥାଏ... -ଖାଦ୍ୟ ଖାଇବାକୁ ଇଛା ହେଉନଥିଲେ ଡ଼ାଳିମ୍ବକୁ ମିଶ୍ରି ସହ…

କଲେଜ କ୍ୟାମ୍ପସରେ ଛାତ୍ର ଅଶାନ୍ତି

କଟକ: କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ କ୍ୟାଣ୍ଟିନରେ ଖାଦ୍ୟାଭାବ ଯୋଗୁଁ ମଙ୍ଗଳବାର ଦିନ ଆନ୍ଦୋଳନକୁ ଛାତ୍ରଛାତ୍ରୀ ମନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଏହାସହ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ୟକ୍ତ ଛାତ୍ରଛାତ୍ରୀ…

କବି ଉତ୍ପଳ ମହାନ୍ତିଙ୍କ ‘ଆଣ୍ଟିବାୟୋଟିକ୍’ ଲୋକାର୍ପିତ

କବି ଉତ୍ପଳ ମହାନ୍ତିଙ୍କ 'ଆଣ୍ଟିବାୟୋଟିକ୍' ଲୋକାର୍ପିତ ବାଲେଶ୍ଵର: କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ନିହିତ ରହିବା ଜରୁରୀ ବୋଲି ବିଶିଷ୍ଟ କବି, ଗଦ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। 'ଭଲ କବିତାର ଖୋଜ୍' ଓ 'ଟାଇମପାସ'…

ପୁଣି ବିବାଦ ଘେରରେ ପପୁ ପମପମ୍ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ । ବିବାଦ ଯେପରି ତାଙ୍କ ପିଛା ଛାଡୁନି । ପୂର୍ବରୁ ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଉଠିଥିଲା, ସେଥିରୁ ପପୁ ମୁକୁଳିନଥିବା ବେଳେ ରାତାରାତି ସୋସିଆଲ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୪ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୪ଟି ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୪ ଜିଲ୍ଲାରେ ଦ୍ୱିପ୍ରହର ୨ଟା ୩୦ମି.…

କନ୍ଧମାଳରେ ବାଲ୍ୟ ବିବାହ ରୋକିବା ପାଇଁ ପ୍ରୟାସ ଆରମ୍ଭ କଲେ ଜିଲ୍ଲାପାଳ

କନ୍ଧମାଳ: ସମ୍ପ୍ରତି କନ୍ଧମାଳ ଜିଲ୍ଲାର ବହୁ କିଶୋରୀ ବାଲ୍ୟ ବିବାହର କରାଳ ପ୍ରଭାବରେ ପ୍ରଭାବିତ । ବାଲ୍ୟ ବିବାହ ଯୋଗୁଁ ଏମାନେ କମ୍ ବୟସରୁ ସାଂସାରିକ ଜୀବନରେ ବାନ୍ଧି ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ସହ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହୋଇଥାନ୍ତି । ବାଲ୍ୟ…