କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର
ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।…