Latest Odisha News

BREAKING NEWS

ଗାଜର ବାଦାମ କ୍ଷୀରି

ପ୍ରସ୍ତୁତ କରନ୍ତୁ ଗାଜର ବାଦାମ କ୍ଷୀରି । ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶକୀୟ ସାମଗ୍ରୀ: ଗାଜର – ୩, ବାଦାମ୍ – ୧/୨ କପ୍, ଖଜୁରୀ – ୫, କ୍ଷୀର – ୧/୨ କିଲୋ, କେସର – ଏକ ଚିମୁଟା, କାଜୁ – ୧୦, ଘିଅ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ : ବାଦମକୁ ଅଧଘଣ୍ଟା…

ନିୟମିତ ଖାଆନ୍ତୁ ଅଖରୋଟ, ନିୟନ୍ତ୍ରଣରେ ରହିବ ଏହିସବୁ ସମସ୍ୟା

ଭୁବନେଶ୍ବର: ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ…

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।…

ଏମିତି ଏକ ମନ୍ଦିର ଯେଉଁଠାକୁ ପ୍ରବେଶ କରିପାରିବେନି ନେତା ଓ ଅଫିସର

କାନପୁର: ମନ୍ଦିର ଭିତରକୁ ଜୋତାର ପ୍ରବେଶ ନାହିଁ ବୋଲି ତ ସମସ୍ତେ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହା ଭିତରକୁ ଜୋତା ନୁହେଁ ଆଜ୍ଞା ନେତାଙ୍କ ପ୍ରବେଶ ଉପରେ ରହିଛି ପ୍ରତିବନ୍ଧକ । ଏଭଳି ଏକ ନିଆରା ମନ୍ଦିର ରହିଛି ଉତ୍ତରପ୍ରଦେଶର କାନପୁରଠାରେ ।…

ଜଷ୍ଟିସ ବିପି ଦାସ ‘ଓଏଚଆରସି’ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାବ୍ୟତୀତ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ କମିଶନର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।…

କେନ୍ଦ୍ରମନ୍ତ୍ରୀ ଥିବାବେଳେ ନିଜେ ଉଦଘାଟନ କରିଥିବା ସିବିଆଇ ବିଲ୍ଡିଂରେ ରାତି ବିତାଇଲେ ଚିଦାମ୍ବରମ !

ନୂଆଦିଲ୍ଲୀ: ନାଟକୀୟ ଭଙ୍ଗୀରେ ଗିରଫ ହେବାର ଘଣ୍ଟାକ ପରେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମ ସିବିଆଇ ବିଲ୍ଡିଂରେ ରାତି କାଟିଥିଲେ । ନୂଆଦିଲ୍ଲୀସ୍ଥିତ ସିବିଆଇ ବିଲ୍ଡିଂରେ ଥିବା ଗେଷ୍ଟ ହାଉସରେ ଚିଦାମ୍ବରମଙ୍କ ରାତିଟି କେବଳ ଅନିଦ୍ରାରେ ହିଁ…

ପରିବା ଦର ହେଲା ଆକାଶଛୁଆଁ, ଖାଉଟୀ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ପରିବା ଦର । ଗରିବ ଲୋକର ସାହାରା କୁହାଯାଉଥିବା ଆଳୁ ପିଆଜରେ ବି ହାତ ମାରି ହେଉନାହିଁ । ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଫଳରେ…

ଜାଣନ୍ତୁ, ହିଟଲରଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ଭୁବନେଶ୍ୱର: ହିଟଲରତ ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ହିଟଲରଙ୍କ ସାମ୍ରାଜ୍ୟର ଡର ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଜର୍ମାନୀର ତାନାସ ଓ ଦୁନିଆକୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଠେଲିଥିବା ହିଟଲରଙ୍କ ବିଷୟରେ ଅନେକ ଅଜବ ଗଜବ କଥା ଶୁଣିବାକୁ ମିଳେ । ହିଟଲରଙ୍କୁ ନେଇ ଚର୍ଚ୍ଚା ହେଉଥିବା…

ତ୍ୟାଗ ଓ ସମର୍ପଣର କାହାଣୀ ‘ବଳିଦାନ’

ଭୁବନେଶ୍ୱର: ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ତିକ୍ତତା । ଉଭୟ ଦେଶର ଏହି ତିକ୍ତତାରେ କେତେବେଳେ ସେନାର ପରାକ୍ରମରେ ଆତଙ୍କବାଦୀ ପ୍ରାଣ ହରାଉଥିବା ବେଳେ ଆଉ କେତେବେଳେ ଶହୀଦ ହେଉଛନ୍ତି ଯବାନ । ଏହି ଶହୀଦ ଯବାନଙ୍କ ତ୍ୟାଗ ଓ ସମର୍ପଣ…

ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସମସ୍ତ ରୋଗୀଙ୍କ ପ୍ରତିକ୍ରିୟା ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ବିଭିନ୍ନ ଉପାୟ ସହିତ ନୀତି ଅବଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତରଖାନାମାନଙ୍କରେ ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ସମସ୍ତ ଫିଡ଼ବ୍ୟାକ୍ ବା ପ୍ରତିକ୍ରୀୟା…