ଆରମ୍ଭ ହେଲା +୩ରୁ ଯୁକ୍ତ ୨ କଲେଜ ଅଲଗା ହେବା ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟର ଯୁକ୍ତ ୩ କଲେଜରୁ ଏବେ ଯୁକ୍ତ ଦୁଇ କନିଷ୍ଠକୁ କଲେଜ ଗୁଡିକୁ ଅଲଗା କରିବା ଲାଗି ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ରାଜ୍ୟ ସଚିବାଳୟ ଠାରେ ଗୁରୁବାର ଦିନ ଆୟୋଜିତ ଏକ ମିଳିତ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା…