Latest Odisha News

BREAKING NEWS

ଏବର୍ଷ ମଧ୍ୟ ଓଡ଼ିଶାରେ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ । ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ନିିର୍ବାଚିତ ପ୍ରତିନିଧି ବଦଳରେ ଏହି ସମସ୍ତ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ଗୁଡ଼ିକରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୩ ରିଖ ଶୁକ୍ରବାର ସିଂହ ୦୭ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଦିନ ଘ୧୦ଟା ପର୍ଯ୍ୟନ୍ତ ତାପରେ କୃତ୍ତିକା…

ବଲିଉଡର ୧୦ଜଣ ଅଧିକ ଆୟ କରୁଥିବା ଅଭିନେତ୍ରୀ

ମୁମ୍ବାଇ: ହାଇ ବଜେଟରେ ନିର୍ମାଣ ହେଉଥିବା ବଲିଉଡ ମୁଭିରେ ହିରୋଙ୍କ ତୁଳନାରେ ହିରୋଇନ ପଛରେ ରହିଯାଇ ନାହାନ୍ତି । ସେମାନଙ୍କୁ ମଧ୍ୟ ମିଳୁଛି ମୋଟା ଅଙ୍କର ପାରିଶ୍ରମିକ । କିଛି ଚଳଚିତ୍ରରେ ତ ହିରୋଇନଙ୍କ ପାରିଶ୍ରମିକ ହିରୋଙ୍କ ଠାରୁ ଅଧିକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ…

ରିଲିଜ୍ ହେଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଚନ୍ଦ୍ରକକ୍ଷରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ପକ୍ଷରୁ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ରିଲିଜ୍ କରିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଗୁରୁବାର ଦିନ ପ୍ରକାଶିତ ହୋଇଥିବା ଏହି ଫଟୋଟିରେ ରହିଛି ଚନ୍ଦ୍ରପୃଷ୍ଠର ଫଟୋଗ୍ରାଫ । ଏହି ଫଟୋଟି ସୌର୍ଯ୍ୟମଣ୍ଡଳରୁ ପ୍ରାୟ ୨,୬୫୦ କିଲୋମିଟର…

‘ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା’ର ଅଧ୍ୟକ୍ଷ ଭାବେ ପ୍ରିୟଦର୍ଶୀ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ରାଜ୍ୟ ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଭାବେ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜୁ ଜନତାଦଳର ଜଣେ ଟାଣୁଆ ଯୁବନେତା ଭାବେ ବେଶ୍ ପରିଚିତ ଥିବା ଶ୍ରୀ ମିଶ୍ର ପୂର୍ବରୁ…

ପ୍ରତିରକ୍ଷା ସଚିବ ହେଲେ ଅଜୟ କୁମାର

ଭୁବନେଶ୍ୱର: କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗର ୧୯୮୨ ବ୍ୟାଚ୍ ଅଫିସର ସଞ୍ଜୟ ମିତ୍ରଙ୍କ…

ସ୍ୱରାଷ୍ଟ୍ର ସଚିବ ଭାବେ ଅଜୟ କୁମାର ଭଲ୍ଲା ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂତନ ସ୍ୱରାଷ୍ଟ୍ର ସଚିବ ଭାବେ ଗୁରୁବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ…

ଦର୍ପଣ-୯

ଦର୍ପଣ-୯ ଈପ୍‍ସିତା ଷଡ଼ଙ୍ଗୀ ଏ ଭିତରେ ଚାଲ ଆମେ ଶବ୍ଦ କୋଷଟେ ରଚିବା ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ ସେ ଚିହ୍ନକୁ ବୁଝିବ ତୁମେ ବୁଝିବି ମୁଁ ହିଁ କେବଳ । କହ ଏବେ, କେଉଁ ପରି ଚିହ୍ନ କରିବା ଫୁଲ ପାଇଁ କି ଚିହ୍ନରେ ମନ, କି ଚିହ୍ନରେ ହୃଦୟ, ଦୁଃଖ, ସମୟ ଅଭିମାନ କି କି…

ରାଜ୍ୟର ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହେଲେ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଏପର୍ଯ୍ୟନ୍ତ ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଲିହୁଡ଼ ଏଣ୍ଡ ଇନକମ ଅଗୁମେଣ୍ଟେସନ) ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଦିନ କହିଛନ୍ତି । କାଳିଆ ଯୋଜନା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ…