Latest Odisha News

BREAKING NEWS

ପୂଜା କରିବା ସମୟରେ କେଉଁ ଦିଗକୁ ମୁଁହ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ

ପୁରୀ: ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିବା ସହ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଅନେକ ଲୋକ ଘରେ ପୂଜା-ଅର୍ଚ୍ଚନା କରୁଥିବା ବେଳେ ଆଉ କିଛି ଲୋକ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି…

ଖରାକୁ ପଛ କରିଥିବା ଜଣେ ଲୋକ

ଖରାକୁ ପଛ କରିଥିବା ଜଣେ ଲୋକ ଯାଦବେନ୍ଦ୍ର ସାହା ଖଏନୁ ରଣାଙ୍କୁ ଜାଣନ୍ତି ! ମୁଁ ଜାଣେ ପରା ହୁଏତ, ଆପଣ ଜାଣି ନ ଥିବେ । ଦି’ ଦିନ ତଳେ ନିର୍ଘାତିଆ ଖରାରେ ତାକୁ, ଖରାକୁ ପଛ କରିଥିବାର ଦେଖିଲି ! ପେଟ ଭିତରେ ଦପଦପ୍ ଜ୍ୱାଳା ପାଇଁ ନିଆଁ ସହ ଯୁଦ୍ଧ କରିବା ଦେଖିଲି ଅନ୍ୟର…

ନିଦ ପୂରା ନ’ହେଲେ ହୋଇପାରେ ଏହିସବୁ ରୋଗ, ଜାଣନ୍ତୁ

ଭୁବନେଶ୍ୱର: କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଅତ୍ୟଧିକ ଚିନ୍ତା, ବିଳମ୍ବିତ ରାତିଯାଏଁ ମୋବାଇଲ କିମ୍ବା ଲାପଟପର ବ୍ୟବହାର ଦ୍ୱାରା ଆମ୍ଭମାନଙ୍କ ଶୋଇବା ସମୟ ଧୀରେଧୀରେ କମ୍ ହେବାରେ ଲାଗିଛି । ତେବେ କାରଣ ଯାହା ହେଉନା କାହିଁକି, ନିଦ ପୂରା ନହେଲେ ଶରୀରକୁ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆତଙ୍କବାଦୀ ବିପଦ !

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆତଙ୍କବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଥିବା ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଓଡିଶା ପୋଲିସକୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଇଣ୍ଟେଲିଜେନ୍ସ ବ୍ୟୁରୋ ନିକଟରେ ଏସମ୍ପର୍କରେ ପୁରୀ ଏସପିଙ୍କୁ ସତର୍କ ସୂଚନା ପ୍ରଦାନ କରିଥିବା ସହ ଅବଗତ…

ଟ୍ୱିଟ୍ କରି ନିଆଁରେ କିପରି ଘିଅ ଢାଳିଲେ ରୋହିତ ଶର୍ମା, ଜାଣନ୍ତୁ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଆଗକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି । ଏବେ ଦଳ ମଧ୍ୟରେ କିଛି ଖେଳାଳି ଏପରିକି ରୋହିତ-ବିରାଟଙ୍କ ମଧ୍ୟରେ ଝଗଡ଼ା ଚାଲିଥିବାର ଗୁଜବ ବିଭିନ୍ନ ସୋସିଆଲ୍ ମିଡ଼ିଆ ଏବଂ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ବଢିବାରେ ଲାଗିଛି । I don’t just…

ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ସୋସିଆଲ୍ ମିଡ଼ିଆରେ ଘୋଷଣା କଲେ ଦିଆ ମିର୍ଜା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ନିଜ ସ୍ୱାମୀ ପ୍ରଯୋଜକ ସାହିଲ ସଂଘାଙ୍କ ଠାରୁ ଅଲଗା ହେଉଥିବା ନେଇ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି । ଦିଆ ଓ ସାହିଲ ୨୦୧୪ ମସିହାରେ ଦିଲ୍ଲୀଠାରେ ଆର୍ଯ୍ୟ ସମାଜ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରସ୍ପରଠାରୁ ଅଲଗା…

‘ତିନି ତଲାକ୍ ବିଲ୍’ କୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ‘ତିନି ତଲାକ୍ ବିଲ୍’ କୁ ନେଇ ହଟ୍ଟଗୋଳ ହେବା ପରେ ଗୃହକୁ ବାଚସ୍ପତି ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ବିରୋଧୀ ଦଳ ଉପ-ନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ‘ତିନି ତଲାକ୍ ବିଲ୍’ କୁ ନେଇ ମନ୍ତବ୍ୟ ପ୍ରଦାନ କରିବା ପରେ ବିରୋଧୀ କଂଗ୍ରେସ ଓ…

‘କୋଇଲାଖଣି ମାଟି ଧସିବା’ ଘଟଣା ସହ ସିସିଡ଼ି ମୁଖ୍ୟଙ୍କ କିପରି ରହିଛି ସଂଯୋଗ, ଜାଣନ୍ତୁ

ଭୁବନେଶ୍ୱର: ‘କ୍ୟାଫେ କଫି ଡ଼େ’ ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥ ଯାହାଙ୍କର ଆତ୍ମହତ୍ୟା ଘଟଣା ସମଗ୍ର ନିକଟରେ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି, ସେ ଓଡ଼ିଶାରେ ମଧ୍ୟ ତାଙ୍କର ବ୍ୟବସାୟକୁ ବୃଦ୍ଧି କରିପାରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଅନେକ ‘କ୍ୟାଫେ କଫି ଡ଼େ’ର…

ଘଡଘଡି ସହ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,…

ମହାନଦୀ ବନ୍ୟାଜଳ ପ୍ରସଙ୍ଗ: ଅଗଷ୍ଟ ୬ରେ ଓଡିଶା-ଛତିଶଗଡ ଆଲୋଚନା

ସମ୍ବଲପୁର: ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ବନ୍ୟାଜଳକୁ ନେଇ ଅଗଷ୍ଟ ୬ ତାରିଖରେ ରାୟପୁର ଠାରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ । ଏନେଇ ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟର ସୁନିଲ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି…