Latest Odisha News

BREAKING NEWS

ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ…

ଆଇଏମଡିର ନୂତନ ଡିଜି ଭାବେ ଦାୟିତ୍ୱ ନେଲେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ…

ନାଟକୀୟ ମୋଡରେ କଟକ ସିରିଏଲ୍ ହତ୍ୟାକାଣ୍ଡ !

କଟକ: କଟକରେ ସିରିଏଲ୍ ହତ୍ୟାକାଣ୍ଡ ଘଟଣାରେ ପୋଲିସ ନାରାୟଣ ସାହୁଙ୍କୁ ଗିରଫ କରିଥିବାବେଳେ ସଦିଗ୍ଧ ବ୍ୟକ୍ତିଙ୍କ ଜଣକ ଗୁରୁବାର ଦିନ ପୋଲିସକୁ ସମସ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛି । ଏନେଇ ପୋଲିସ ସୁତ୍ରରୁ ପ୍ରକାଶ । ଗତ ୨ ଦିନର ମାରାଥନ୍ ଜେରା ପରେ ଚାଉଳିଆଗଞ୍ଜ ପୋଲିସ…

ଶ୍ରୀଜଗନ୍ନାଥ ମନ୍ଦିରରେ ୪ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ହେବାକୁ ଥିବା ମହାପ୍ରଭୁଙ୍କ ଚିତାଲାଗି ନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ‘ଚିତାଲାଗି…

ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ‘ଭିତରକନିକା ଅଭୟାରଣ୍ୟ’

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା…

ବାଲେଶ୍ବର: ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍ଥିତ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ଏହି ଘଟଣାରେ ପୋଲିସ ଗୁରୁବାର ଦିନ ପ୍ରାୟ ୧୩ ଜଣକୁ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବ୍ୟକ୍ତିମାନଙ୍କୁ…

କଥାକୁହା ଫଟୋ: ବ୍ୟସ୍ତବହୁଳ ରାଜ୍ୟ ସଚିବାଳୟ ସାମ୍ନା ବର୍ଷାର ଦୃଶ୍ୟ…

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି କୃଷକ । ଆଗାମୀ ଦିନରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଥିବାର ସୂଚନା ମଧ୍ୟ ପ୍ରଦାନ କରିଛି…

୫ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୫ଟି ଜିଲ୍ଲାରେ ଗୁରୁବାର ଦିନ ଝଡ଼ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସତର୍କ ସୂଚନାନୁଯାୟୀ, ରାଜ୍ୟର ୫ଟି…

ସିସିଡି ପ୍ରତିଷ୍ଠାତାଙ୍କ ଆତ୍ମହତ୍ୟା: ଏହି ରାସ୍ତାକୁ ଆପଣେଇ ନେଇଥିବା ଅନ୍ୟ ୫ ସିଇଓ

ବେଙ୍ଗାଲୁରୁ: ଭାରତର ସର୍ବ ବୃହତ କଫି ସପ୍ 'କାଫେ କଫି ଡେ'ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା କର୍ପୋରେଟ ଦୁନିଆର ଏକ ଅସୁନ୍ଦର ସତକୁ ପଦାରେ ପକାଇଛି । ଯାହାକୁ ନଜର ଅନ୍ଦାଜ କରିବା ନିହାତି ଭାବେ କଷ୍ଟ । ତେବେ କର୍ପୋରେଟ ଦୁନିଆର ଦିଗଜ୍ଜ ମାନଙ୍କ ଭିତରେ ସିଦ୍ଧାର୍ଥ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୧ ରିଖ ଗୁରୁବାର କର୍କଟ ୧୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:…