କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା
ବେଙ୍ଗାଲୁରୁ: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଟାଟକ ବିଧାନସଭାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା । ଦିନ ଗୋଟାଏ ୩୦ ମିନିଟରେ ଆସ୍ଥା ଭୋଟ ଲାଗି ଆଲୋଚନା ଆରମ୍ଭ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…