Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଓ ପୁରୁଷ ଦଳ ଜିତିଲେ ସ୍ୱର୍ଣ୍ଣ

କଟକ: କଟକରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପର ପୁରୁଷ ଦଳଗତ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୩-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । Here are the podium finishers for Men's Team event at 21st Commonwealth Table…

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ…

ଭାରତୀୟ ବଜାରକୁ ଆସିଲା ‘ଏଚପି-ପ୍ରୋବୁକ୍ ୪୪୫ ଜି୬’ ବିଜିନେସ୍ ଲାପଟପ୍

ଭୁବନେଶ୍ୱର: ବିଶ୍ୱର ପ୍ରସିଦ୍ଧ ଲାପଟପ୍ ମ୍ୟାନୁଫାକଚରିଂ କମ୍ପାନୀ ଏଚପି ଏକ ନୂଆ ମଡ଼େଲର ବିଜିନେସ୍ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହି ପ୍ରୋବୁକ୍ ୪୪୫ ଜି୬ ନାମକ ଲାପଟପ୍ ବ୍ୟାବସାୟିକ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ । ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଏକଜ୍ୟୁକିଟିଭ୍ ତଥା ଅଫିସରେ…

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି।…

ନବୀନଙ୍କ ପ୍ରମୁଖ ସଚିବଙ୍କୁ ମିଳିଲା କେନ୍ଦ୍ରୀୟ ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଆଇଏସ ଅଫିସର ରାଜେଶ କୁମାର ବର୍ମାଙ୍କୁ ମିଳିଛି କେନ୍ଦ୍ରୀୟ ପ୍ରତିନିଯୁକ୍ତି । ଅତିଶିଘ୍ର ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ୧୯୮୭ ମସିହା ବ୍ୟାଚର…

ଓଡ଼ିଶା ବିଧାନସଭା: ମରୁଡ଼ି ପରିସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତିର ଆଶଙ୍କା ନେଇ ଓଡ଼ିଶା ବିଧାନସଭାରେ ଶୁକ୍ରବାର ଦିନ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ । ଗୃହର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡ଼ି…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ପାଟଣାଗଡ଼’ ଚଳଚ୍ଚିତ୍ର

ଭୁବନେଶ୍ୱର: ବହୁ ବାଦବିବାଦ ପରେ ମୁକ୍ତିଲାଭ କରିବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'ପାଟଣାଗଡ଼ ୨୩ ଫେବ ୨୦୧୮ '  । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରାଇବର । ଉଭୟ ଓଡ଼ିଆ ଓ ତେଲୁଗୁ…

ପୁଣି ଚାଷୀ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବରକନି ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ନାକୁ ଆସିଛି। ଫସଲ ନଷ୍ଟ କାରଣରୁ ଶୁକ୍ରବାର ଦିନ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନାମ ଭକ୍ତଭାନୁ ଦଣ୍ଡସେନ । ମିଳିଥିବା ସୂଚନା ଅନୁସାରେ ମୌସୁମୀ ବର୍ଷା ସଠିକ ପରିମାଣରେ…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ

କଟକ: ଭାରତୀୟ ମହିଳା ଟେବୁଲ୍ ଟେନିସ ଦଳ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଦଳ ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ୩-୦ ପଏଣ୍ଟରେ ପରାସ୍ତ କରି ଦଳଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ମିଳିଥିବା ସୂଚନାନୁଯାୟୀ,…

ଘରେ କାହିଁକି ରଖିବେ ଲାଫିଂ ବୁଦ୍ଧ, ଜାଣନ୍ତୁ

ନିଜ ଘରେ ସୁଖ ସମୃଦ୍ଧି ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ…