Latest Odisha News

BREAKING NEWS

ଏମିତି କେଉଁ ଗୀତ ଗାଇ ପୁଣି ଫସିଲେ ହନି ସିିଂହ, ଜାଣନ୍ତୁ

ମୁମ୍ବାଇ: ପପ୍ ସିଙ୍ଗର ହନି ସିଂ ପୁଣି ବିବାଦରେ । ୨୦୧୮ରେ ରିଲିଜ ହୋଇଥିବା ହନି ସିଂଙ୍କ ‘ମଖଣା’ ଗୀତ ତାଙ୍କୁ ପୁଣିଥରେ ଟାଣି ଆଣିଛି ବିବଦ ଘେରକୁ । ହନି ସିଂ ଏବଂ ଏହି ଗୀତର ମ୍ୟୁଜିକ ଡିରେକ୍ଟର ଭୂଷଣ କୁମାରଙ୍କୁ ପଞ୍ଜାବ ପୋଲିସ ଅଟକ ରଖି ଜେରା କରିଛି । ଏହି ଗୀତରେ ଅଶାଳୀନ ଲିରିକ୍ସ…

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨…

ଆଜି ଦକ୍ଷିଣମୋଡ ହେବ ତିନି ରଥ

ପୁରୀ : ହେରାପଞ୍ଚମୀର ସମାପ୍ତି ପରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେଉଛି । ଏହି ଅବସରରେ ମଙ୍ଗଳବାର ଦିନ ତିନି ରଥକୁ ଦକ୍ଷିଣମୋଡ କରାଯିବ । ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବପ୍ରଥମେ ଟଣା ହୋଇଥାଏ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କଟକ ସମେତ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର,…

ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ମଞ୍ଚେଷ୍ଟର : ଚଳିତ ଆଇସିସି ବିଶ୍ୱକପର ଲିଗ୍ ମ୍ୟାଚ୍ ସମାପ୍ତ ପରେ ମଙ୍ଗଳବାର ଦିନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳରେ ଏକ…

କମନୱେଲଥ୍ ଚାମ୍ପିୟନସିପ୍: ସ୍ୱର୍ଣ୍ଣ ଜିଣିଲେ ଓଡିଶାର ଭାରୋତ୍ତୋଳନକାରୀ

ଭୁବନେଶ୍ୱର : ଓଡିଶାର ଉଦୀୟମାନ ଭାରୋତ୍ତୋଳନକାରୀ ଭକ୍ତରାମ ଦେସ୍ତି ରାଜ୍ୟଗୋଷ୍ଠୀ ସିନିୟର, ଜୁନିୟର ଏବଂ ଯୁବ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଦକ୍ଷିଣ ପାସିଫିକ୍ ଦ୍ୱୀପର ସାମୁଆ ରାଷ୍ଟ୍ରରେ ଅନୁଷ୍ଠିତ ହେଉଛି । ଏହି ୨୦ ବର୍ଷୀୟ…

ରାଜଧାନୀରେ ଧରାପଡିଲେ ୩ ଅପରାଧୀ

ଭୁବନେଶ୍ୱର : ରାଜଧାନୀର ଶିଶୁ ଭବନ ଛକରେ ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଟିମ୍ ୩ ଜଣ ଅପରାଧିଙ୍କୁ କାବୁ କରିଛି । ଶିଶୁ ଭବନ ଛକରେ କିଛି ଅସାମାଜିକ ବ୍ୟକ୍ତି ଏକ ବାଇକରେ ଯାଉଥିବାନେଇ ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ପରେ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଓ…

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ…

ଆଜି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମଞ୍ଚେଷ୍ଟର : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଙ୍ଗଳବାର ଦିନ ମୁହାଁମୁହିଁ ହେଉଛନ୍ତି । ମଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫେଡ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବାକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୯-୦୭-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୯ରିଖ ମଙ୍ଗଳବାର ମିଥୁନ ୨୫ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର:-ମକର ରାଶିର ଘାତ…