Latest Odisha News

BREAKING NEWS

ଆଗେ ଦାବି ପୂରଣ ତା’ ପରେ ୭ ଘଣ୍ଟା କାମ: ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶାର ବେସରକାରୀ କଲେଜର ଶିକ୍ଷକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବା ନେଇ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କଡା ପ୍ରତିବାଦ କରିଛନ୍ତି। ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ୬୬୨ ବର୍ଗର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ…

ପତ୍ନୀ ପରି ଆଉଜଣେ

ପତ୍ନୀ ପରି ଆଉଜଣେ ଦିବ୍ୟସିଂହ ଦାସ ଅଧିକାରୀ କଉ କଥା ମୁଁ ରଖିଚି ଗୋପନ ଆଉ ଭାବିବସୁଚ ଯେତେବେଳେ ନାଇଁ ସେତେବେଳେ! ସବୁତ ଉଝେଇ ଦେଇ ଆସିିଚି ତମ କଥାରେ ଶାଶୁ, ଶ୍ୱଶୁର, ନଣନ୍ଦ, ଭାଉଜ ମୋର କେହି ନୁହନ୍ତି ନିଜର ଏବେ ମୁଁ ତୁମ ପିଣ୍ଡାରେ ଗୋଟାପଣେ ତଥାପି ତ ବେଳେବେଳେ ଲାଗେ…

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ବିଶ୍ୱକପ ଜିତିବାର ସୁଯୋଗ ଆମେ ହାତଛଡ଼ା କରିବୁନାହିଁ: ବିରାଟ କୋହଲୀ

ଲଣ୍ଡନ: ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ୍ରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । ମଙ୍ଗଳବାର ଦିନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ଅଷ୍ଟ୍ରେଲିଆ ଭେଟୁଛି ଶକ୍ତିଶାଳୀ ଇଂଲଣ୍ଡ ଦଳକୁ । ଭାରତୀୟ ଅଧିନାୟକ ବିରାଟ…

ଶରୀରରେ କ୍ୟାଲସିୟମ ଅଭାବର ଲକ୍ଷଣ

ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । ତେବେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଭାବିବା ଭୁଲ । ଏହା ସତ କି କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍‌ କରି ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା…

ଦୁର୍ଦ୍ଦାନ୍ତ ପଥର ମାଫିଆ ଖୋର୍ଦ୍ଧାରେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ଜଣେ କୁଖ୍ୟାତ ପଥର ମାଫିଆକୁ ଗିରଫ କରିବା ପରେ ଆଜି ସଦର ପୋଲିସକୁ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର ମାନସିଂହ ଓରଫ୍ ନିତୁ ବୋଲି…

ଆଜିଠୁଁ ଆରମ୍ଭ ହେଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାର ଦିନ ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ସାରା ରାଜ୍ୟରେ ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ…

ଆଜି ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ଠାକୁରମାନଙ୍କ ରଥ ନେବ ଦକ୍ଷିଣମୋଡ଼ । ଶ୍ରୀମନ୍ଦିରରେ ନାହାଁନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ତାଙ୍କୁ କିଛି ନ’କହି ଭାଇ-ଭଉଣୀଙ୍କ ସହିତ ଚାଲିଯାଇଛନ୍ତି ବୁଲିବାକୁ ରଥରେ । ମାଆ ଲକ୍ଷ୍ମୀ ସାଆନ୍ତାନଣୀ ମାନ-ଅଭିମାନରେ ବସି ରହିଛନ୍ତି ।…

ଉତ୍ତରପ୍ରଦେଶ: ‘ଯମୁନା ଏକ୍ସପ୍ରେସ ୱେ’ ବ୍ରିଜ୍ ତଳକୁ ଖସିଲା ବସ୍, ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ନୋଇଡ଼ା-ଆଗ୍ରାକୁ ଯୋଗାଯୋଗ କରୁଥିବା ‘ଯମୁନା ଏକ୍ସପ୍ରେସ ୱେ’ରେ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨୯ ଜଣ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଏକ୍ସପ୍ରେସ ୱେରେ ଥିବା ଏକ ପୋଲର ୫୦ ଫୁଟ ତଳକୁ ଦୁର୍ଘଟଣାଗ୍ରସ୍ତ ହୋଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୮-୦୭ -୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୮ ସୋମବାର ମିଥୁନ ୨୪ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର:-ମିଥୁନ…