Latest Odisha News

BREAKING NEWS

ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ: ଜାତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାପାନର ହିରୋସିମାଠାରେ ଆସନ୍ତା ଜୁନ ୧୫ ତାରିଖଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ପ୍ରତିଯୋଗିତା । ଏହି ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ଏକ ୧୮ ଜଣିଆ ଦଳ ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ଏହି…

ଅମ୍ବା

ଅମ୍ବା ଭାସ୍ୱତୀ ବସୁ ମୁଁ ସାଦରେ ଗ୍ରହଣ କଲି ତୁମ ଆତ୍ମହତ୍ୟାର ଦାୟ। ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା ତୁମ ଅହଂକାର ଯେ କେତେ ଅସହାୟ ମୋ ଛଡ଼ା ଅଧିକ କିଏ ଜାଣିଛି? ମୁଁ ହିଁ ଜାଣିଛି ଶିଖଣ୍ଡୀ ନୁହଁ ତୁମ ପରାଜୟ କେବଳ ଅମ୍ବା ପାଖରେ। ଆଜି ବି ତୁମ ଆଗରେ ସେଇ…

ଦିଆସିଲି ବିକୁଥିବା ଝିଅଟି

ଦିଆସିଲି ବିକୁଥିବା ଝିଅଟି ମୂଳରଚନା: ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍ ଅନୁସୃଜନ: କିଶୋର ପାଣିଗ୍ରାହୀ ଚାଲିଚି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନର ଉତ୍ସବ ଗୀର୍ଜାରେ, ସାହିରେ, ବସ୍ତିରେ, ଘରେଘରେ । ରାତି ପାହିଲେ ନୂଆବର୍ଷ । ଶେଷସଂଜ, ଶେଷରାତି ଆଜି; ଏଇ ପୁରୁଣାବର୍ଷର…

ମୋଦୀ ନବୀନଙ୍କୁ ଦେଲେ ପ୍ରତିଶୃତି, ଓଡ଼ିଶାର ବିକାଶ ଲାଗି କେନ୍ଦ୍ର କରିବ ସହଯୋଗ

ଭୁବନେଶ୍ୱର : ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୋଦି ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟରେ ମୋଦି ନବୀନ ଓ ତାଙ୍କ ଟିମକୁ ଶୁଭକାମନା ଜଣାଇବା ସହ ଓଡିଶାର ପ୍ରଗତି ଲାଗି…

ଦୁଃଖ ଦୋରସ୍ତ

ଦୁଃଖ ଦୋରସ୍ତ ରକ୍ଷକ ନାୟକ ତୁମକୁ ମନେ ପକେଇବା ବି ପାପ କହନ୍ତି ପଣ୍ଡିତମାନେ । ମନ କିନ୍ତୁ ସାର୍ବଭୌମ ନିଜେ ତିଆରି କରେ ନିଜର ନିୟମ । ଗୋଟେ ଦିନରୁ ଖରାବେଳକୁ କେମିତି ଫେଡ଼ିଦେବି, ଖରାବେଳ ହିଁ ଦିନଟାକୁ ଝାଳୁଆ କରି ଦେଇଥିଲା । ବହୁତ କଥା କହି ହୁଏନି ତେଣୁ…

ଆରପାରିରେ ଓଡ଼ିଆ ଟେଲି ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର : ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ହାସ୍ୟାଭିନେତା ସୁନିଲ ନାୟକଙ୍କ ବୁଧବାର ଦିନ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସୁନିଲ ଗତକାଲି ଏକ କମେଡ଼ି ସିରିଏଲର ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ…

୫ମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୁଧବାର ଦିନ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ବିଶାଳ ଶପଥ ଗ୍ରହଣ ଉତ୍ସବରେ ନବୀନ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: କେଉଁଠୁ, କିଏ ଓ କାହିଁକି ପାଇଲେ ମନ୍ତ୍ରୀପଦ…

ଭୁବନେଶ୍ୱର: ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ୨୧ ଜଣ ସଦସ୍ୟ ବୁଧବାର ଦିନ ଶପଥ ନେଉଥିବା ବେଳେ ଏଥିରେ ୧୩ଟି ଜିଲ୍ଲା ବାଦ୍ ପଡ଼ିଛନ୍ତି । ରାଜଭବନ କାର୍ଯ୍ୟାଳୟରେ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେଓଗଡ଼, ଯାଜପୁର, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ନବରଙ୍ଗପୁର,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୯-୦୫-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୯ ରିଖ ବୁଧବାର ବୃଷ ୧୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର କର୍କଟ ରାଶିର ଘାତ ବାର ଧନୁ…

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ ମୁହଁ

ଭୁବନେଶ୍ୱର: ନବୀନଙ୍କ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ଶପଥ ଗ୍ରହଣ କରୁଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୬ ଜଣ ପୂରୁଣା ସଦସ୍ୟ ରହିଥିବା ବେଳେ ୧୦ ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ । ବୁଧବାର ଦିନ ଯେଉଁ ବିଧାୟକମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ପଦ ଓ ଗୋପନୀୟତାର…