କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ସମେତ ଉଠା ଦୋକାନୀଙ୍କ ଲାଗି ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ…
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଫନି ବାତ୍ୟା ପରବର୍ତ୍ତୀ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, ବାତ୍ୟା ବିପର୍ଯ୍ୟସ୍ତ କୁକୁଡ଼ା ଚାଷୀ ତଥା ଉଠା ଦୋକାନୀମାନେ ଏହି ବାତ୍ୟା ପରବର୍ତ୍ତୀ…