ମୁଣ୍ଡ ନୁଆଁଇଲା ଚୀନ, ମାସୁଦ ଆଝାର ଘୋଷିତ ହେଲା ଆନ୍ତର୍ଜାତିକ ଆତଙ୍କବାଦୀ
ନୂଆଦିଲ୍ଲୀ: ଭାରତର ଏକ ବିରାଟ କୂଟନୈତିକ ବିଜୟ ହାସଲ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ମିଳିଛି ଏମ ବଡ଼ ସଫଳତା । ପୁଲୱାମା ମାଷ୍ଟର ମାଇଣ୍ଡ ମାସୁଦ ଆଝାର ବୁଧବାର ଦିନ ଆନ୍ତର୍ଜାତିକ ଆନ୍ତଙ୍କବାଦୀ ରୂପେ ଘୋଷିତ ହୋଇଛି ।
ପାକିସ୍ତାନରେ ରହି ବର୍ବରୋଚିତ ଆକ୍ରମଣ କରୁଥିବା ମାସୁଦ…