Latest Odisha News

BREAKING NEWS

ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ସୁଶ୍ରୀ

ଭୁବନେଶ୍ୱର: ଆଇପିଏଲ ଟି-୨୦ ପରି ବିସିସିଆଇର ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ମେ ୬ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ମିତାଲି ରାଜ, ହରମନପ୍ରିତ କୌର ଏବଂ ସ୍ମୃତି ମାନ୍ଧନାଙ୍କ ଅଧିନାୟକତ୍ୱରେ ତିନୋଟି…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା…

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିଲେ ରାହୁଲ, ବିଳମ୍ବ ହୋଇପାରେ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସି ପାଖାପାଖି ଦ୍ୱିପ୍ରହର ବେଳେ ବାଲେଶ୍ୱରରେ ଏକ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି ଜନସଭାରେ ରାହୁଲ ବିଳମ୍ବରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ଟ୍ୱିଟ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୬-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୬ ଶୁକ୍ରବାର ମେଷ ୧୩ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ମକର ଚନ୍ଦ୍ର ବିଛା ଧନୁ ମୀନ…

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ୪୮ ଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପିର ଚେତାବନୀ

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ପୋଲିସ ଷ୍ଟେସନକୁ ଗୁରୁବାର ଦିନ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ପୂର୍ବଦିନ ସନ୍ଧ୍ୟାରେ ଏଠାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି କରି ବିଜେପି କର୍ମୀମାନେ ଥାନା…

ଅନାଧିକୃତ ସଭାକୁ ନେଇ ସିଇଓଙ୍କଠାରେ ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ଭୁବନେଶ୍ୱର: ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡ଼ି) ଦାବି କରିଛି । ନିୟମ ଭଙ୍ଗ କରି ବିଜେପି ଅନାଧିକୃତ ନିର୍ବାଚନୀ ସଭା କରିଥିବା ଯୋଗୁଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେଡ଼ିର ବରିଷ୍ଠ ନେତାମାନେ…

ଇଭିଏମ୍ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀଙ୍କୁ ଗିରଫ ଲାଗି ପୋଲିସର ନୋଟିସ୍ ଜାରି, ୨ ଅଟକ

ପୁରୀ : ପୁରୀରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ପୋଲିସ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ କରିଛି । ଓଡିଶାରେ ୩ୟ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ବ୍ରହ୍ମଗିରି ଆସନ ଅନ୍ତର୍ଗତ କାମଶାସନ…

ଭାରତୀୟ ସେନାରେ ଆରମ୍ଭ ହେଲା ମହିଳା ଯବାନଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଲାଗି ଜେନେରାଲ୍ ଡ୍ୟୁଟି ବିଭାଗରେ ନିଯୁକ୍ତି ଲାଗି ଏକ ବିଜ୍ଞପ୍ତି ଗୁରୁବାର ଦିନ ପ୍ରକାଶିତ ହୋଇଛି । ଆଜି ଏହି ନିଯୁକ୍ତି ବିଜ୍ଞାପନ ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ହେବା ଭାରତ ଲାଗି ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ…

ଓଡିଶାର ୩ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି…