ପୁରୀରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ
ପୁରୀ: ଭେଟେରାନ୍ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଅନେକ ଦିନ ପୂର୍ବରୁ ମିଥୁନ ପୁରୀ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ମନସ୍ଥ କରିଥିଲେ । ପୁରୀରେ ଗୁରୁବାର ଦିନ ତାଙ୍କ…