ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ, ପୁରୀ ହେବ ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାରେ ମତଦାନ ହେବାର ଅବ୍ୟବହିତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ନିବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶିତ କରିଛନ୍ତି ।
ଓଡ଼ିଶାରେ ଦାରିଦ୍ର୍ୟତାକୁ ମୂଳୋତ୍ପାଟନ, ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ମହିଳାଙ୍କ ସୁରକ୍ଷା, ସବୁ ଜିଲ୍ଲାରେ…