ନିର୍ବାଚନ ଆଚରଣ ବିଧି: ସମ୍ବିତ ପାତ୍ରଙ୍କୁ ପୁରୀ ଜିଲ୍ଲାପାଳଙ୍କ ନୋଟିସ୍
ପୁରୀ : ପୁରୀ ଜିଲ୍ଲାପାଳ ତଥା ରିଟନିଂ ଅଫିସର ଜ୍ୟୋତି ପ୍ରକାଶ ଦାସ ମଙ୍ଗଳବାର ଦିନ ନିର୍ବାଚନ ପ୍ରଚାର ଅବସରରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଅଭିଯୋଗରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଆହୁରି ମଧ୍ୟ ଏହି ନୋଟିସରେ ରିଟନିଂ…