ଦେବଗଡରେ ମାଓବାଦୀ କ୍ୟାମ୍ପ ଠାବ
ଦେବଗଡ : ଦେବଗଡରେ କନସର ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ମଙ୍ଗଳବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।
ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସିଆରପିଏଫର ୧୨ ବାଟାଲିଅନ୍ କମ୍ବିଂ ଅପରେସନ୍…