Latest Odisha News

BREAKING NEWS

ଢେଙ୍କାନାଳରେ ପିକନିକ୍ ବସ ଓଲଟି ୧୫ ଯାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଥାନା ଅନ୍ତର୍ଗତ ପରଜଙ୍ଗ ଖଇରମୁଣ୍ଡା ଛକ ନିକଟରେ ଏକ ପିକନିକ୍ ବସ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ୧୫ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଅନୁଗୁଳରୁ ଏକ ଘରୋଇ ଯାତ୍ରୀବାହୀ ବସ ପିକନିକ୍ ନିମନ୍ତେ ୪୫ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱର…

ଅଷ୍ଟ୍ରେଲିଆ ଧରାଶାୟୀ, ଭାରତର ଐତିହାସିକ ବିଜୟ

ଆଡ଼ିଲେଡ୍: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ପରାସ୍ତ କରି ଭାରତ ଏକ ଐତିହାସିକ ବିଜୟ ହାସଲ କରିପାରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ରେ ଚାଲିଥଇବା ୧ମ ଟେଷ୍ଟ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୩୧ ରନରେ ପରାସ୍ତ କରି ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିପାରିଛି । ପ୍ରାୟ…

ପାଲା ଜଗତର ଅଦ୍ୱିତୀୟ ସାଧକ: ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ

ଭୁବନେଶ୍ୱର: ଓଡିଶାର ଜଣେ ସୁପ୍ରତିଷ୍ଠିତ ପାଲା ଗାୟକ ଭାବେ ଜଣାଶୁଣା ସାହିତ୍ୟାଚାର୍ଯ୍ୟ, ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ । ସେ ଏକା ଧାରାରେ ଜଣେ ସଂସ୍କୃତ ଶିକ୍ଷକ, କବି ଓ ଦୃଢ ସଂଗଠକ ଭାବେ ପରିଚିତ । ୧୯୩୦ ମସିହା ମେ ମାସ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଧୂଷୁରୀ ନିକଟସ୍ଥ ବ୍ରାହ୍ମଣପାଳ,…

ନୂଆଁଖାଇ ପର୍ବ ସମସ୍ତଙ୍କୁ ସମ୍ମାନ ଓ ଏକାଠି କାମ କରିବାକୁ ପ୍ରେରଣା ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆଁଖାଇ ଆମ ସଂସ୍କୃତିର ଏକ ମହାନ ପର୍ବ ଏବଂ ଏହି ପର୍ବ ସମସ୍ତଙ୍କୁ ସମ୍ମାନର ସହିତ ଏକାଠି ହୋଇ କାମ କରିବାକୁ ପ୍ରେରଣାର ବାର୍ତ୍ତା ଦେଇଥାଏ । ଏହି ମହାନ ବାର୍ତ୍ତାକୁ ଅନୁସରଣ କଲେ ଆମେ ଏକ ଆଦର୍ଶ ସମାଜ ଓ ସମୃଦ୍ଧ ରାଜ୍ୟ ଗଠନ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।…

ଓପିସିସିର ସବୁ କମିଟିରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିରୁ ହଟାଯିବାର ମାତ୍ର ୩ଦିନ ପରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦଳର ସବୁ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଡିସେମ୍ବର ୬ ତାରିଖରେ ଏଆଇସିସି କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ବାଦ…

ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇ ମଜବୁତ୍ ସ୍ଥିତିରେ ଭାରତ

ଆଡିଲଡ୍ : ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୭୧ ରନ୍ ଓ ଆଜିଙ୍କ୍ୟ ରାହାଣେ ୭୦ ରନର ଦମଦାର ପାଳି ସହ ରବିବାର ଦିନ ଭାରତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୦୭ ରନ କରିପାରିଛି । ଏଥିସହିତ ଅଷ୍ଟ୍ରେଲିଆ ପାଇଁ ୩୨୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭ୍ରମଣକାରୀ ଦଳ। ଚତୁର୍ଥ ଦିନ…

ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଅନ୍ତର୍ଗତ କତଡ଼ା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ୱିଙ୍ଗର ଗାଡି ସହ ଟ୍ରକ୍ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

ଦମଦାର୍ ବିଜୟ ସହ ଭାରତ କ୍ୱାର୍ଟର୍ ଫାଇନାଲରେ, ଗୋଲ ଦେଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଭୁବନେଶ୍ୱର: ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଛି । ଶନିବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨ୟ ମ୍ୟାଚରେ ଭାରତ ଚିତାକର୍ଷକ ଖେଳ ପ୍ରଦର୍ଶନ କରି କାନାଡ଼ା ବିପକ୍ଷରେ ୫ଟି ଗୋଲ ସ୍କୋର…

ମୟୁରଭଞ୍ଜରେ ବଜ୍ରକାପ୍ତା ଚୋରାଚାଲାଣ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ଆମ୍ବଡିହି ଅଞ୍ଚଳରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ୪ଜଣ ବଜ୍ରକାପ୍ତା ଶିକାରୀଙ୍କୁ ଗିରଫ କରିଛି । ଏହି ଚଢଉ ସମୟରେ ଏସଟିଏଫ୍ ଟିମ୍ ୧୩କିଲୋ ଓଜନର ୨ଟି ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନେ ବଳିଆ ଅନ୍ଧାରା,…

କେନ୍ଦ୍ରାପଡ଼ାରେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟାଛଳ ନିକଟସ୍ଥ ସାରୁମୁହିଁ ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବସୁଧା’ ପ୍ରକଳ୍ପ ଅନ୍ତର୍ଗତ ଏକ ମେଗା ପାନୀୟ ଜଳଯୋଗାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ୨୪୧ କୋଟି ଟଙ୍କା ବ୍ୟୟରେ…