ଆଜି ଭାରତ-କାନାଡ଼ା ହକି ମ୍ୟାଚ: ଜିତିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ
ଭୁବନେଶ୍ୱର: ଓଡ଼ିଶା ପୁରୁଷ ବିଶ୍ୱକପ ହକିରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପୁଲ୍ ‘ସି’ରେ ଭାରତ ଓ ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ରଖି ୪ ପଏଣ୍ଟ ରଖିଥିବା ବେଳେ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ଉଭୟେ ୧ ପଏଣ୍ଟ ଲେଖାଏଁ ପଏଣ୍ଟ ହାସଲ…