୭ ଲକ୍ଷ ୨୯ ହଜାର ଟଙ୍କା ସହ ଭିଜିଲାନ୍ସ ଜାଲରେ ଅଡିଟ୍ ଅଫିସର
କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜଣେ ସହକାରୀ ଅଡିଟ ଅଫିସରଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ୭ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି ।
ଗିରଫ ଅଫିସର ଜଣଙ୍କ ଆର୍ତ୍ତବନ୍ଧୁ ରାଉତ ଏବଂ ତାଙ୍କ ଘର କଟକ ଜିଲ୍ଲାସ୍ଥିତ…