ବିଜେଡି ସଂସଦ ଅଧିବେଶନରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପ୍ରସ୍ତାବ ଆଗତ କରିବ
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ପାର୍ଲିଆମେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ବିଜେଡି ପକ୍ଷରୁ ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପ୍ରସ୍ତାବ ଆଣିବାର ନିଷ୍ପତ୍ତି ନେଇଛି ।
ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…