ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ରେ ସୁରଟ ଗସ୍ତ କରିବେ
ଭୁବନେଶ୍ୱର : ପ୍ରବାସୀ ଓଡିଆ ମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ ତାରିଖରେ ସୁରଟ ଗସ୍ତ କରିବେ ।
ମିଳିଥିବା ସୂଚନା ଅନୁଯାୟୀ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କରିଥିଲେ…